ବାଲେଶ୍ବର ସଦର: ବାଲେଶ୍ଵରରେ ପାଳିତ ହେଲା ଏୟାରଫୋର୍ସ ଦିବସ, ସମ୍ମାନିତ ହେଲେ ବିଶିଷ୍ଟ ବ୍ୟକ୍ତି
ବାଲେଶ୍ଵରରେ ଏୟାରଫୋର୍ସ ଆସୋସିଏସନ ପକ୍ଷରୁ ଏୟାରଫୋର୍ସ ଦିବସ ପାଳିତ। କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେନା ବାହିନୀର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅନେକ ସାମାଜିକ କର୍ମୀ ଓ ସମାଜସେବୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।