ହିନ୍ଦୋଳ: ହିନ୍ଦୋଳ ସାମ୍ବାଦିକ ସଙ୍ଘ ସଭାପତି ସୁମନ୍ତ ଦେହୁରୀଙ୍କ ମାତୃବିୟୋଗ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାମ୍ବାଦିକ ସଙ୍ଘ ସଭାପତି ସୁମନ୍ତ ଦେହୁରୀଙ୍କ ମାତୃଦେବୀଙ୍କ ପରଲୋକ ଘଟିଛି। ଏହି ଖବରରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଜିଲ୍ଲା ଓ ହିନ୍ଦୋଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।