ରାୟଗଡା: ମହେନ୍ଦ୍ରଗିରିରେ ୨୩ତମ ଜାତୀୟ MTB ଚାମ୍ପିଅନଶିପ୍: ଦ୍ୱିତୀୟ ଦିନରେ ରୋମାଞ୍ଚକର ମୁକାବିଲା
ଗଜପତି ମହେନ୍ଦ୍ରଗିରିରେ ଚାଲିଥିବା ୨୩ତମ ଜାତୀୟ MTB ସାଇକ୍ଲିଂ ଚାମ୍ପିଅନଶିପ୍ର ଦ୍ୱିତୀୟ ଦିନ ସଫଳତାର ସହ ଶେଷ ହୋଇଛି। ଆଜି ୮୦୦ ମିଟରର XCE ପ୍ରତିଯୋଗିତାରେ ୧୮ଟି ପଦକ ପାଇଁ ରାଇଡରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଆସନ୍ତାକାଲି ଚାମ୍ପିଅନଶିପ୍ର ତୃତୀୟ ଦିନ।