ପୁରୀ: ଇଟାଲୀ କ୍ୟାରମ ବିଶ୍ୱକପ୍ ପାଇଁ ଚୟନ ହେଲେ କଣାସର ଗୌତମ ଭୋଳ
Puri, Puri | Oct 4, 2026
ପୁରୀ ଜିଲ୍ଲା କଣାସର ଗୌତମ ଭୋଳ ଇଟାଲୀରେ ହେବାକୁ ଥିବା କ୍ୟାରମ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସାଂସଦ ଡ଼ଃ ସମ୍ବିତ ପାତ୍ର ଗୌତମଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଜଣାଇଛନ୍ତି।