ବାଲେଶ୍ବର ସଦର: ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦୁର୍ନୀତି ବିରୋଧୀ ସପ୍ତାହ ପାଳନ
ବାଲେଶ୍ୱରରେ ସୂଚନା ଅଧିକାର କର୍ମୀଙ୍କ ଦ୍ୱାରା ଦୁର୍ନୀତି ବିରୋଧୀ ସପ୍ତାହ ପାଳନ। ଅକ୍ଟୋବର ୫ ରୁ ୭ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ। କମଳ ଲୋଚନ ରାଉତଙ୍କ ନେତୃତ୍ୱରେ କର୍ମୀମାନେ ଦୁର୍ନୀତି ବିରୋଧରେ ଲୋକଙ୍କୁ କରୁଛନ୍ତି ସଚେତନ।