କାମାକ୍ଷାନଗର: ଢେଙ୍କାନାଳ: ୫୩ ନମ୍ବର ଜାତୀୟ ରାଜପଥରେ ବାର ଫୁଟର ଅଜଗର, ଜାମ୍ ହେଲା ରାସ୍ତା
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବାଇଁଶପାଳ ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ବାର ଫୁଟର ଅଜଗର ସାପ ଦେଖିବାକୁ ମିଳିଛି। ସାପଟି ରାସ୍ତା ପାର ହେଉଥିବା ବେଳେ ପ୍ରାୟ ଚାଳିଶ ମିନିଟ୍ ଧରି ରାସ୍ତା ଜାମ୍ ହୋଇଯାଇଥିଲା। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି।