ପୁରୀ: ପୁରୀ ୩୨ ନମ୍ବର ୱାର୍ଡର ସମସ୍ୟା ନେଇ ଆଲୋଚନା କଲେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ
Puri, Puri | Oct 2, 2026
ପୁରୀ ମହାନଗର ନିଗମର ୩୨ ନମ୍ବର ୱାର୍ଡ ଗସ୍ତ କରି ସ୍ଥାନୀୟ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ସମସ୍ୟାର ଶୀଘ୍ର ସମାଧାନ ପାଇଁ ସେ ପ୍ରତିଶୃତି ଦେଇଛନ୍ତି।