Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
No video available

ସିଆରଆରଆଇ: ଗତିରାଉତ ପାଟଣା ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ପକ୍ଷରୁ ସଂଘ ଶିକ୍ଷା କାର୍ଯ୍ୟକ୍ରମ ଉଦଯାପିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

CRRI, Cuttack | Jun 17, 2024
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ଗତିରାଉତ୍ ପାଟଣାଠାରେ ଚାଲିଥିବା ସଂଘଶିକ୍ଷା କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ଏହି ଶିବିର ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସ୍ଵୟଂ ସେବକ ମାନେ ଯୋଗ ଦେଇଥିଲେ। ଏହି ଶିବିରରେ ସଂଘ ପକ୍ଷରୁ ନୈତିକ ଶିକ୍ଷା, ବ୍ୟାୟାମ,ଶୃଙ୍ଖଳା ଓ ବିଭିନ୍ନ ଶିକ୍ଷା ବ୍ୟବସ୍ଥା କୁ ନେଇ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂହଦେଓ ପ୍ରମୁଖ ଯୋଗ ଦେଇଥିଲେ।

MORE NEWS