"ଧକ୍କା ଦେଲା, ହାଲଚାଲ ପଚାରିଲା ଆଉ ଫେରାର୍...
ଦିଲ୍ଲୀର କୀର୍ତି ନଗରରେ ଏକ ଦ୍ରୁତଗାମୀ କ୍ରେଟା କାର୍ ମନ୍ଦିରରୁ ଫେରୁଥିବା ୭୯ ବର୍ଷୀୟ ବୃଦ୍ଧ ଓ ତାଙ୍କ ପତ୍ନୀଙ୍କୁ ପଛରୁ ଧକ୍କା ଦେଇଥିଲା। ସିସିଟିଭି ଭିଡିଓରେ ଚାଳକ ମହିଳା ଜଣକ ଆହତମାନଙ୍କୁ ଦେଖି ମଧ୍ୟ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଦେଖିବାକୁ ମିଳିଛି। ପୋଲିସ ଅଭିଯୁକ୍ତ ନଭଲୀନ୍ କୌରଙ୍କୁ ଗିରଫ କରିବା ସହ କାର୍ ଜବତ କରିଛି ।
#DelhiAccident #HitAndRun #KirtiNagar #DelhiNews #TrendingNews #ViralVideo #OdiaNews #NewsUpdate #CCTVFootage #DelhiPolice #CrimeNews
@followers
Bhubaneswar M Corp, Khordha | Oct 4, 2026