#ମାଲକାନଗିରି_ଜିଲ୍ଲାରେ_ଜାରି_ରହିଥିବା_ପ୍ରବଳ_ବର୍ଷା_ସମୟରେ_ଜନସାଧାରଣଙ୍କ_ସୁରକ୍ଷା_ପାଇଁ_ପ୍ରଶାସନ_ପକ୍ଷରୁ_ସମସ୍ତ #ସକାରାତ୍ମକ_ପଦକ୍ଷେପ_ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମାଲକାନଗିରି, କାଲିମେଲା, ମାଥିଲି, ମୋଟୁ, ଚିତ୍ରକୋଣ୍ଡା ଏବଂ ଖଇରପୁଟ ଭଳି ୬ଟି ବ୍ଲକର ୫୮ଟି ଗ୍ରାମ ପ୍ରଭାବିତ ହୋଇଛି । ସୁବ୍ୟବସ୍ଥିତ ଉଦ୍ଧାର କାର୍ଯ୍ୟ ଜରିଆରେ ବିପଦସଙ୍କୁଳ ଅଞ୍ଚଳରୁ ୧,୧୫୪ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ୮ଟି ବିପଦମୁକ୍ତ ଆଶ୍ରୟ କେନ୍ଦ୍ରରେ ରଖାଯାଇଛି ।
#malkangirinews #Malkangiri #Flood
#WeatherUpdate #newodishatv #Odisha