ଚମ୍ପୁଆ: କେନ୍ଦୁଝର ହାଣ୍ଡିଭଙ୍ଗା ଜଳପ୍ରପାତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ଜଳପ୍ରପାତରେ ଗାଧୋଇବା ବେଳେ ନିଖୋଜ ହୋଇଥିବା ଯାଜପୁରର ଦିବ୍ୟରଞ୍ଜନ ମହାନ୍ତଙ୍କ ମୃତଦେହକୁ ୪୮ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି।