ହିନ୍ଦୋଳ: ଢେଙ୍କାନାଳ କାଶୀପୁରରେ ଦେଖିବାକୁ ମିଳିଲା ଗଜରାଜଙ୍କ ସ୍ନାନର ମନୋରମ ଦୃଶ୍ୟ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଶୀପୁର ଗ୍ରାମ ନିକଟରେ ସକାଳୁ ହାତୀଙ୍କ ସ୍ନାନର ଦୃଶ୍ୟ ଦେଖିବାକୁ ମିଳିଛି। ଖାଦ୍ୟ ଓ ପାଣି ଅନ୍ୱେଷଣରେ ହାତୀପଲ ଗାଁ ମୁହାଁ ହୋଇଥିବା ବେଳେ ଏହି ମନୋରମ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।