ବାଲେଶ୍ବର ସଦର: ବାଲେଶ୍ୱରରେ ସେବା ସଂକଳ୍ପ ଅଭିଯାନ: ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଚିଶ ବର୍ଷର ସେବା ଯାତ୍ରା ଅବସରରେ ବାଲେଶ୍ୱରରେ ସେବା ସଂକଳ୍ପ ଅଭିଯାନ ଅଧୀନରେ ରକ୍ତଦାନ ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକଙ୍କ ସମେତ ଅନେକ ନେତୃବୃନ୍ଦ ଏଥିରେ ଯୋଗ ଦେଇଛନ୍ତି।