କାକଟପୁର: ଡେଲାଙ୍ଗ ବେରୋବୋଇ ଗାନ୍ଧୀ ପୀଠରେ ପାଳିତ ହେଲା ମହାତ୍ମା ଗାନ୍ଧୀଙ୍କ 157ତମ ଜୟନ୍ତୀ
Kakatpur, Puri | Oct 3, 2026 କାକଟପୁର ନିର୍ବାଚନ ମଣ୍ଡଳୀର ଡେଲାଙ୍ଗ ବେରୋବୋଇ ଗାନ୍ଧୀ ପୀଠରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ମହାତ୍ମା ଗାନ୍ଧୀଙ୍କ 157ତମ ଜୟନ୍ତୀରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଗାନ୍ଧିଜୀଙ୍କ ଆଦର୍ଶ ଉପରେ ଆଲୋଚନା ହୋଇଥିଲା ।