Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ପୋଲସରା: ବୁଗୁଡ଼ା ଅରଖପୁର ପଞ୍ଚାୟତ ଖରିଡା ଗ୍ରାମକୁ ରାଜସ୍ବ ଗ୍ରାମ ଘୋଷଣା ସହ ପଟା ବଣ୍ଟନ କଲେ ମନ୍ତ୍ରୀ

Polasara, Ganjam | Jan 14, 2026
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ତହସିଲ ଅରଖପୁର ପଞ୍ଚାୟତର ଖରିଡା ଗ୍ରାମକୁ ରାଜସ୍ବ ଗ୍ରାମ କରିବା ପାଇଁ ୨୭ ବର୍ଷ ଧରି ଗ୍ରାମ ବାସୀ ଦ୍ୱାରା ଜାରିରହିଥିବା ଉଦ୍ୟମ ସଫଳ ହୋଇଛି । ପୋଲସରା ବିଧାୟକ ତଥା ମତ୍ସ ପଷୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ପ୍ରଚେଷ୍ଟା ଓ ରାଜସ୍ବ ବିଭାଗ ଅଧିକାରୀଙ୍କ ସହଯୋଗ ଦ୍ଵାରା ଆଜି ଖରିଡା ଗ୍ରାମକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରାଯାଇଛି । ବୁଗୁଡ଼ା ତହସିଲଦାର ତାପସ କୁମାର ରାଉତଙ୍କ ତତ୍ତ୍ଵାବଧାନରେ ଗ୍ରାମରେ ରାଜସ୍ବ ଗ୍ରାମ ଘୋଷଣା,ବିକାଶ ମୂଳକ ସଚେତନତା ସଭା ଓ ପଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l