ବିଷମକଟକ: ବିଷମକଟକରେ ସରିଲା ରାଜ୍ୟସ୍ତରୀୟ ସିପକଟାକ୍ରୋ ପ୍ରତିଯୋଗିତା: ରାୟଗଡ଼ା ହେଲା ଚାମ୍ପିୟନ
ବିଷମକଟକରେ ଅନୁଷ୍ଠିତ ୨୫ତମ ରାଜ୍ୟସ୍ତରୀୟ ସିପକଟାକ୍ରୋ ପ୍ରତିଯୋଗିତାରେ ରାୟଗଡ଼ା ବାଳକ ଦଳ ଚାମ୍ପିୟନ ହୋଇଛି। ଚୟନ ହୋଇଥିବା ଖେଳାଳିମାନେ ଆସନ୍ତା ଅକ୍ଟୋବର ୩୦ରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଭାଗ ନେବେ।