କଟକ ପୌରାଞ୍ଚଳ: ଟାଙ୍ଗୀରେ ସାମ୍ବାଦିକ ସଂଘର ଶାରଦୀୟ ବନ୍ଧୁମିଳନ-2026, ଯୋଗଦେଲେ ପ୍ରକାଶ ଚନ୍ଦ୍ର ବେହେରା
କଟକ ଟାଙ୍ଗୀ ଚୌଦ୍ୱାର ସାମ୍ବାଦିକ ସଂଘ ପକ୍ଷରୁ ଅମ୍ବିକା ପ୍ୟାଲେସରେ ଶାରଦୀୟ ବନ୍ଧୁମିଳନ-2026 ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ସାମ୍ବାଦିକ ଓ ପ୍ରତିଭାଧାରୀଙ୍କୁ ଉତ୍ସାହିତ କରିଛନ୍ତି।