Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
No video available

ସହିଦ ନଗର: କେଶୁରା ସ୍ଥିତ କୁଇନ ସିଟି ବାରରେ ଗଣ୍ଡଗୋଳ, ତଦନ୍ତ କରୁଛି ବଡଗଡ଼ ଥାନା ପୋଲିସ

Saheednagar, Khordha | May 12, 2025
କେଶୁରା ସ୍ଥିତ କୁଇନ ସିଟି ବାରରେ ଗଣ୍ଡଗୋଳ, ତଦନ୍ତ କରୁଛି ବଡଗଡ଼ ଥାନା ପୋଲିସ | ରାଜଧାନୀରେ ପୁଣି ବାର୍ ରେ ଗଣ୍ଡଗୋଳ। ମଦ୍ୟପାନ କଲାବେଳେ ଗଣ୍ଡଗୋଳ। ଆଜି 4.54ରେ କେଶୁରା ସ୍ଥିତ କୁଇନ୍ ସିଟି ବାର୍ ରେ ହୋଇଛି ଗଣ୍ଡଗୋଳ । ଗଣ୍ଡଗୋଳରେ ଏକାଧିକ ଲୋକ ଆହତ। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର। କୁଇନ୍ ସିଟି ବାରରେ ବଡ଼ଗଡ଼ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ବାର ରେ ଲାଗିଥିବା ସମସ୍ତ ସିସି ଟିଭି ଫୁଟେଜ କୁ ମଧ୍ୟ ଯାଞ୍ଚ କରିବା ସହ ବାରର କର୍ମଚାରୀ ମାନଙ୍କୁ ପଚରା ଉଚରା କରୁଛି ପୋଲିସ |