Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

କିସିଣ୍ଡା: କାସିଣ୍ଡା ସ୍ଥିତ ରାଜିବ ଭବନ ଠାରେ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା ଅନୁଷ୍ଠିତ

Kisinda, Sambalpur | Sep 15, 2025
କାସିଣ୍ଡା ସ୍ଥିତ ରାଜିବ ଭବନ ଠାରେ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଅନ୍ତର୍ଗତ କିସିଣ୍ଡା ସ୍ଥିତ ରାଜିବ ଭବନ ଠାରେ ସୋମବାର ସକାଳେ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାକଟିଦେଉଳ ବ୍ଳକ ର ଅତିରିକ୍ତ ବ୍ଳକ ଅଧିକାରୀ ବିଦ୍ୟାଧର ରାଉତ ରାୟ , ସମନ୍ବୟ ଶିଶୁ ବିକାଶ ବିଭାଗର ସୁପର ଭାଇଜର ଝରଣା ମୁଣ୍ଡା ଯୋଗଦେଇ ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗର ପକ୍ଷରୁ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଧାରା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ‌ଆଲୋଚନା କରିଥିଲେ ।