ଫିଲ୍ମ ଷ୍ଟାଇଲରେ JCB ଚୋର-ପୋଲିସ ଛକାପଞ୍ଝା!
ବ୍ୟାରିକେଡ୍ ଭାଙ୍ଗି ଖସୁଥିଲା ଚୋର, ପଛରେ ଗୋଡ଼ାଉଥିଲା ପୋଲିସ! ରାତିରେ ରାସ୍ତା ଉପରେ ଦେଖିବାକୁ ମିଳିଲା ଫିଲ୍ମ ଭଳି ରୋମାଞ୍ଚକର ଚେଜ୍!
#JCBChase #PoliceChase #JCBTheft #CrimeNews #OdishaNews #Ganjam #Purusottampur #BreakingNews #ViralVideo #Police #Crime #NFTV #PowerToPeople