ନୂଆପଡା: ନୂଆପଡା ଆମାନାରା ପଞ୍ଚାୟତରେ ନୂତନ କୋଠା ନିର୍ମାଣ କାର୍ଯ୍ୟର ହେଲା ପରିଦର୍ଶନ
ନୂଆପଡା ଜିଲ୍ଲା ସଦର ବ୍ଲକ ଆମାନାରା ପଞ୍ଚାୟତର ନୂତନ କୋଠା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଭରତ ଲାଲ ରାଉତ ଓ ସରପଞ୍ଚ ଚନ୍ଦନ ସିନ୍ହା। ଏହି କୋଠା ଦ୍ୱାରା ଲୋକଙ୍କୁ ସରକାରୀ ସେବା ସହଜରେ ମିଳିବ।