ଜଳେଶ୍ବର: ଜଳେଶ୍ୱର: କଲେଜ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ ପରିବେଶ
ଜଳେଶ୍ୱର ଅଞ୍ଚଳର କଲେଜଗୁଡିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜନୈତିକ ତାତି ବଢିବାରେ ଲାଗିଛି । ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ଜୋରସୋରରେ ଚାଲିଛି ପ୍ରଚାର । ନିର୍ବାଚନ ପାଇଁ କ୍ୟାମ୍ପସରେ ଦେଖାଦେଇଛି ନୂଆ ଉତ୍ସାହ ।