ରାୟଗଡା: ରାୟଗଡ଼ା ପୋଲିସର ବଡ଼ ସଫଳତା: ହଜିଥିବା 100 ମୋବାଇଲ ଉଦ୍ଧାର କରି ମାଲିକଙ୍କୁ କଲେ ହସ୍ତାନ୍ତର
ରାୟଗଡ଼ା ପୋଲିସର ଏକ ଭଲ କାର୍ଯ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ସମୟରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ୧୦୦ଟି ମୋବାଇଲକୁ ଟ୍ରାକିଂ କରି ପୋଲିସ ଉଦ୍ଧାର କରିଛି। ଏହାପରେ ପ୍ରକୃତ ମାଲିକମାନଙ୍କୁ ଚିହ୍ନଟ କରାଯାଇ ମୋବାଇଲ ଗୁଡ଼ିକୁ ପ୍ରଦାନ କରାଯାଇଛି।