ନାଉଗାଁ: ରାଜ୍ୟ ରାଜପଥ ମାନ୍ୟତା ପାଇଁ ଦସ୍ତଖତ ସଂଗ୍ରହ: ନାଉଗାଁ ସାମାଜିକ ନ୍ୟାୟିକ ମଞ୍ଚର ଦାବି
ବାଲି ଭଉଁରୀ-ଶିଖର ଘାଟ-ବିନିଶପୁର ରାସ୍ତାକୁ ରାଜ୍ୟ ରାଜପଥ ମାନ୍ୟତା ଦେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ସ୍ମାରକପତ୍ର। ନାଉଗାଁ ସାମାଜିକ ନ୍ୟାୟିକ ମଞ୍ଚ ପକ୍ଷରୁ ଚାଲିଛି ଦସ୍ତଖତ ସଂଗ୍ରହ ଅଭିଯାନ। ରାସ୍ତାର ଦୁରବସ୍ଥା ନେଇ ପ୍ରଶାସନ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବ।