ଉମରକୋଟ: BJD ଯଦି ୨୪ ବର୍ଷରେ ଚାଷିଙ୍କ କଥା ଚିନ୍ତା କରିଥାନ୍ତା ଆଜି ଏ ଦିନ ଦେଖିବାକୁ ପଡ଼ିନଥାନ୍ତା () ନରସିଂହ ଭତରା( ବିଧାୟକ)
ବିଜେଡି କର୍ମୀ ମାନେ ଚାଷୀ ମାନଙ୍କୁ ପ୍ରବାର୍ତ୍ତାଇ ରାସ୍ତା ରୋକ କରି ଆନ୍ଦୋଳନ କରୁଛନ୍ତି ବୋଲି ବିଜେପି ସଭାପତି ଶ୍ରୀଯୁକ୍ତ ରମେଶ ସାହୁ ପ୍ରତିକ୍ରିୟା ରଖିଛନ୍ତି। ଆନ୍ଦୋଳନ ସ୍ଥଳରେ ଚାଷୀ କମ ବିଜେଡି କର୍ମୀ ଅଧିକ ଅଛନ୍ତି। ଏଭଳି ପରିସ୍ଥିତି ରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି।