କଟକ ପୌରାଞ୍ଚଳ: କଟକରେ ରାସ୍ତାକୁ ଓହ୍ଲାଇବେ ଇନ୍ଷ୍ଟାମାର୍ଟ ଡେଲିଭରୀ ବାହକ, ଜାଣନ୍ତୁ କାହିଁକି?
କଟକ ବିଡ଼ାନାସୀରେ କମ୍ ରୋଜଗାର ଓ ବର୍ଦ୍ଧିତ ଖର୍ଚ୍ଚକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଇନ୍ଷ୍ଟାମାର୍ଟ ଡେଲିଭରୀ ବାହକ। ଏନେଇ ବିଡ଼ାନାସୀ ଥାନା ଅଧିକାରୀଙ୍କୁ ସ୍ମାରକପତ୍ର ଦେବା ସହ ଆଗାମୀ ଦିନରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ସୂଚନା ଦେଇଛନ୍ତି।