Public App Logo
ବର୍ଦୀରେ ଥିବା କର୍ମଚାରୀଙ୍କ ଦ୍ୱାରା ଗୋଡ଼ ଚିପାଉଛନ୍ତି ଉପଜିଲ୍ଲାପାଳଙ୍କ ଡ୍ରାଇଭର ! କାନପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ଭିଡ଼ିଓ ! ସ୍ଥାନ: ଉପଜିଲ୍ଲାପାଳ (SDM) ଆବାସ, କାନପୁର। ଏହାର ପ୍ରକୃତ ସତ୍ୟତା କାନପୁର ପୋଲିସ ସାମ୍ନାକୁ ଆଣିବ ବୋଲି ଆଶା କରାଯାଉଛି। Source : Social Media #WatchNow #Kanpur #KanpurPolice #ViralVideo #UPNews #ShockingNews #Trending #AdministrativeNews #OdishaNews #viralreels #viralpost #viralnews @followers - Bhubaneswar M Corp News