Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ଚମ୍ପୁଆ: ନୟାଗଡ଼ ଓଜନ କଣ୍ଟା ନିକଟରେ ଖଣି ବିଭାଗର ଚଢାଉ, ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ସହ ଡମ୍ଫର ଜବତ

Champua, Kendujhar | Dec 17, 2025
ଗତ ରାତିରେ ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ଓଜନ କଣ୍ଟା ନିକଟରେ ଚଢାଉ କରି ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ସହ  ଏକ ଡମ୍ଫର ଜବତ କରିଛି ଯୋଡା ଖଣି ବିଭାଗ l ସୁଯୋଗ ଦେଖି ଏହି କାରବାର ରେ ସଂପୣକ୍ତ ଅଭିଯୁକ୍ତ  ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ରହିଛି l