Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
No video available

କେନ୍ଦ୍ରାପଡା: କଟକ-ଚାନ୍ଦବାଲି ରାସ୍ତାର ବେଲସରପୁର ଛକ ନିକଟରେ ବାଇକ ଧକାରେ ସ୍କୁଟି ଆରୋହି ଗୁରୁତର

Kendrapara, Kendrapara | Apr 30, 2025
ଆଳି ବେଲସରପୁର ଗାଁର ସୁଦର୍ଶନ ସିଂ ଆଜି ପୂର୍ବାହ୍ନ ୧୧ଟା ସମୟରେ ନିଜ ସ୍କୁଟି ଯୋଗେ ଘରୁ ବାହାରି କୌଣସି କାମରେ ଚଣ୍ଡୀବଜାର ଯାଉଥିବା ସମୟରେ କଟକ-ଚାନ୍ଦବାଲି ରାସ୍ତାର ବେଲସରପୁର ଛକରୁ କିଛି ଦୂରରେ ଦୁଇଜଣ ବାଇକ ଆରୋହୀ ଦ୍ରୁତ ଗତିରେ ଆସି ତାଙ୍କୁ ପଛରୁ ଧକ୍କା ଦେଇଥିଲେ। ଯାହା ଫଳରେ ସୁଦର୍ଶନ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆଳି ମେଡିକାଲ କୁ ଆସିଥିଲେ ସେଠାରୁ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ସ୍ଥାନାନ୍ତର କରାଯାଇଛି।ତେବେ ଧକ୍କା କରିଥିବା ବାଇକ ଆରୋହୀ ଦୁଇଜଣଙ୍କ ଘର ଚାନ୍ଦବାଲି ବୋଲି ଜଣାପଡିଛି

MORE NEWS

କେନ୍ଦ୍ରାପଡା: କଟକ-ଚାନ୍ଦବାଲି ରାସ୍ତାର ବେଲସରପୁର ଛକ ନିକଟରେ ବାଇକ ଧକାରେ ସ୍କୁଟି ଆରୋହି ଗୁରୁତର - Kendrapara News