ପାରଳାଖେମୁଣ୍ଡି: ରାସ୍ତା ନଥିବାରୁ ବଞ୍ଚିତ ହେଉଛନ୍ତି ୨୫୦ ପରିବାର
ପାରଳାଖେମୁଣ୍ଡିର କୁଜାସିଂ ପଞ୍ଚାୟତ ଜୟନ୍ତା ଭୂୟାଁସାହି ଗାଁକୁ ସଂଯୋଗ କରୁଥିବା ୪ କିମି ରାସ୍ତା ନଥିବାରୁ ୨୫୦ ପରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ବାଧା ସୃଷ୍ଟି ହେଉଥିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ।