ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଦୋଳବନ୍ଧରେ ସଫେଇ ଅଭିଯାନ: ପ୍ଲାଷ୍ଟିକ ମୁକ୍ତ ପାଇଁ ପ୍ରଶାସନର ଡାକରା
ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପାରଳାଖେମୁଣ୍ଡିର ଐତିହାସିକ ଦୋଳବନ୍ଧରେ ଅନୁଷ୍ଠିତ ହୋଇଛି ସଫେଇ କାର୍ଯ୍ୟକ୍ରମ। ଏସ୍ଡିପିଓ ଓ ସ୍ବେଚ୍ଛାସେବୀଙ୍କ ମିଳିତ ପ୍ରୟାସରେ ପୋଖରୀରୁ ପ୍ଲାଷ୍ଟିକ ଆବର୍ଜନା ସଫା କରାଯିବା ସହ ସାଧାରଣଙ୍କୁ ସଚେତନ କରାଯାଇଛି।