#ପାରାଦ୍ୱୀପ_ଚଣ୍ଡିଖୋଲ_NH-53ର #ନୀଳାଞ୍ଚଳ_ବଜାର_ନିକଟରେ_ଧସିଲା ଜାତୀୟ ରାଜପଥ। ରାସ୍ତା ଶିବମ୍ କନଡେଭ୍ ପ୍ରାଇଭେଟ୍ ଲିମିଟେଡ୍ Arss କଂପାନୀ ଲଗାଇ ପୋତି ଦେଉଛି ତଦନ୍ତ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନାଲି ଆଖି ଦେଖାଉଛି
#NH53 #NilanchalBazar #Paradip #Chandikhole #RoadCollapse #TruckAccident #HighwayNews #RoadSafety #BreakingNews
Bhubaneswar, Khordha | Aug 17, 2026