Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
bamratips123
4
ଜାଲରେ ଫସିଥିବା ଅଜଗର ସାପକୁ ଉଦ୍ଧାର କଲା ବନ ବିଭାଗ ବାମରା, ୫ ଅଗଷ୍ଟ: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ବମ୍ଫେଇ ଗ୍ରାମରେ ଏକ ଅଜଗର ସାପ ପ୍ଲାଷ୍ଟିକ ଜାଲରେ ଫସିଯାଇଥିଲା। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ। ବମ୍ଫେଇ ଖଡ଼ିଆପଡ଼ାର ରାଜେନ୍ଦ୍ର ଖଡ଼ିଆଙ୍କ ବାଡ଼ିରେ ଲାଗିଥିବା ଜାଲରେ ସାପଟି ଫସିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବାମରା ରେଞ୍ଜର ଦୀପକ ମହାନନ୍ଦ ସୂଚନା ଦେଇଛନ୍ତି। #ବାମରା #ସମ୍ବଲପୁର #ବମ୍ଫେଇ #ଅଜଗର_ସାପ #ବନ_ବିଭାଗ #ସାପ_ଉଦ୍ଧାର #ବନ୍ୟଜନ୍ତୁ_ସଂରକ୍ଷଣ #ଓଡ଼ିଶା_ଖବର #ସ୍ଥାନୀୟ_ଖବର #BreakingNews #Bamra #Sambalpur #PythonRescue #ForestDepartment #OdishaNews
Govindpur, Sambalpur
| Aug 5, 2026
#ବାମରା
#ସମ୍ବଲପୁର
#ବମ୍ଫେଇ
#ଅଜଗର_ସାପ
#ବନ_ବିଭାଗ
#ସାପ_ଉଦ୍ଧାର
#ବନ୍ୟଜନ୍ତୁ_ସଂରକ୍ଷଣ
#ଓଡ଼ିଶା_ଖବର
#ସ୍ଥାନୀୟ_ଖବର
#breakingnews
#bamra
#sambalpur
#pythonrescue
#forestdepartment
#odishanews
MORE NEWS
ଲଗାଣ ବର୍ଷା ରେ ଧୋଇଗଲା ବାମରା ବ୍ଲକ ଲରିଆପାଲି ପଞ୍ଚାୟତ ଅନ୍ତର୍ଗତ ନୁଆଡ଼ିହି ପୁଖରାମାଲ ରାସ୍ତା, ସ୍ଥାୟୀ ରାସ୍ତା ଓ ପୋଲ ନିର୍ମାଣ ପାଇଁ ଦାବି କଲେ ଗ୍ରାମବାସୀ #Bamra #Lariapali #Nuadihi #Pukhramal #HeavyRain #RoadDamage #RoadWashedAway #BridgeConstruction #PermanentRoad #VillagersDemand #RainFlood #Sambalpur #OdishaNews #LocalNews #RoadProblem
Govindpur, Sambalpur | Aug 17, 2026
ଜମି କୁ ଯାଇ ବନ୍ୟା ରେ ଫସିଲେ ଚାଷୀ, ଗଛ ଉପରେ ଚଢ଼ି ବଞ୍ଚାଇଲେ ଜୀବନ #FarmerRescued #SambalpurNews #KuchindaNews #Salebhadi #FloodSituation #HeavyRainfall #FloodRescue #FireServices #PoliceRescue #OdishaNews #FloodAlert #FarmerSafety #RescueOperation #Sambalpur #Kuchinda
Govindpur, Sambalpur | Aug 17, 2026
ବାମରା ବ୍ଲକ ଅନ୍ତର୍ଗତ ରଘୁନାଥପାଲି ପୋଲ ଉପରେ ବନ୍ୟାଜଳ, ଯାତାୟାତ ପ୍ରଭାବିତ #FloodAlert #FloodSituation #HeavyRainfall #Bamara #Kutarmal #Raghunathpali #Paligaon #Sambalpur #Odisha #RoadConnectivity #FloodWater #RainNews #OdishaNews #LocalNews #BreakingNews
Govindpur, Sambalpur | Aug 14, 2026
କେଶାଇବାହାଲ ବିଜିଡ଼ି କଲେଜରେ ତ୍ରିରଙ୍ଗା ଯାତ୍ରା #Keshaibahal #TrirangaYatra #BJDCollege #VasudevGodabariCollege #IndependenceDay #TirangaYatra #DeshBhakti #NationalUnity #RedCross #NSS #Students #KeshaibahalNews #Kuchinda #Sambalpur #OdishaNews #OdiaNews #BreakingNews
Govindpur, Sambalpur | Aug 14, 2026
ରାସ୍ତା ନଥିବାରୁ ଅଟକିଲା ଶବ ବ୍ୟବଚ୍ଛେଦ, ଦୁର୍ଗନ୍ଧରେ ଫାଟି ପଡ଼ୁଛି ଗୋବିନ୍ଦପୁର ଡାକ୍ତରଖାନା #Bamra #Govindpur #AnantaMajhi #BheluaDihi #Bhoimunda #Postmortem #RoadProblem #Hospital #Godposh #Sambalpur #OdishaNews #BreakingNews #OdishaNewsUpdate #LocalNews
Govindpur, Sambalpur | Aug 14, 2026