ବିରିଡି: ବିରିଡ଼ି ରାଣୀପଡ଼ାରେ ସମ୍ପନ୍ନ ହେଲା ଭାଗବତ ସପ୍ତାହ
ବିରିଡ଼ି ବ୍ଲକ ରାଣୀପଡ଼ା ଶ୍ରୀ ଶ୍ରୀ ପରମ ଭାଗବତ ଗୋସ୍ୱାମୀ ପୂଜା କମିଟି ପକ୍ଷରୁ ଆୟୋଜିତ ଭାଗବତ ସପ୍ତାହ ହୋମଯଜ୍ଞ ସହ ଆଜି ସମାପ୍ତ ହୋଇଛି। କାର୍ଯ୍ୟକ୍ରମରେ ରଞ୍ଜନ କୁମାର ରାୟ ଓ ବିଷ୍ନୁପ୍ରିୟା ଦାସ କର୍ତ୍ତା ଓ କର୍ତ୍ତୀ ଭାବେ ପୂଜାରେ ବସିଥିଲେ।