ଉଦଳା: ମୟୂରଭଞ୍ଜ: ବଡ଼ସୁଲ ଗାଁର ନଳକୂପରୁ ବାହାରୁଛି ନାଲି ରଙ୍ଗର ପାଣି, ଚିନ୍ତାରେ ଗ୍ରାମବାସୀ
ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡ଼ସୁଲ ଗ୍ରାମରେ ଏକ ନଳକୂପରୁ ନାଲି ରଙ୍ଗର ପାଣି ବାହାରୁଛି। ପାଣିର ମାନ ଓ ସୁରକ୍ଷା ନେଇ ଗ୍ରାମବାସୀ ଆଶଙ୍କାରେ ଥିବାବେଳେ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି।