Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ସିମୁଳିଆ: ତାଳପଦା ଗ୍ରାମ ରେ ମୃତ ଅଧ୍ୟାପିକା ଙ୍କ ମୃତ ଦେହ ଗାଁ ରେ ପହଁଚିବା ପରେ ଅଂଚଳ ରେ ଶୋକର ଛାୟା

Similia, Balasore | Dec 18, 2025
ଗତକାଲି କେନ୍ଦୁଝର ଜିଲ୍ଲା ର ଜଣେ ପୁରୁଷ ବନ୍ଧୁଙ୍କ ଘରୁ ଜଣେ ଅଧ୍ୟାପିକାଙ୍କର ମୃତ୍ୟୁ ହୋଇଯାଇଥିଲା l ଅଧ୍ୟାପିକା ହେଉଛନ୍ତି ରେମୁଣା ବ୍ଲକ ତାଳପଦା ଗାଁର ପ୍ରିୟଙ୍କା ଦାଶ l ଦୁଇ ବର୍ଷ ତଳେ ସେ କେନ୍ଦୁଝର ମହିଳା ମହାବିଦ୍ୟାଳୟରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଥିଲେ l ପୁରୁଷ ବନ୍ଧୁ ତାଙ୍କ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରେ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ l ଘର ଲୋକେ ପହଞ୍ଚି ଦେଖିବା ପରେ ତାଙ୍କ ବେକରେ କିଛି ଦାଗ ରହିଥିଲା l ପରେ ତାଙ୍କ ଦେହରେ ମାଡ଼ ଦାଗ ରହିଛି l ତେଣୁ ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିଲେ l