ବ୍ରହ୍ମପୁୁର ମ୍ୟୁନିସିପାଲଟି କର୍ପୋରେସନ: ବ୍ରହ୍ମପୁର ୱାର୍ଡ 17ର ବସିନ୍ଦାଙ୍କ ସମସ୍ୟା ପାଇଁ ମେୟରଙ୍କ ସହ ବୈଠକ
ବ୍ରହ୍ମପୁର ୱାର୍ଡ 17ର ବ୍ୟାଙ୍କ କଲୋନୀର ବରିଷ୍ଠ ନାଗରିକମାନେ ବିଭିନ୍ନ ସମସ୍ୟା ନେଇ ବ୍ରହ୍ମପୁର ମେୟରଙ୍କ ସହ ଆଲୋଚନା କରିଛନ୍ତି। ମେୟର ଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।