Public App Logo
ଜଗତସିଂହପୁର ଜିଲ୍ଲା ସଦର ଥାନା ଅଞ୍ଚଳର ପୁରେହିଁତପୁର ନନ୍ଦମଣିଗଡ଼ା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ କରିଛି ସଦର ପୋଲିସ। ଏହି ଘଟଣାରେ ଜଣେ ଦେହଜୀବୀଙ୍କ ସମେତ ଚାରିଜଣ କଷ୍ଟମର ଏବଂ ରାକେଟ୍ ଚଳାଉଥିବା ଅଭିଯୋଗରେ ସ୍ୱାମୀ-ସ୍ତ୍ରୀଙ୍କୁ ଅଟକ #Arnabnews #jagatsinghpur #highlightseveryone #highlight - Naugaon News