ଦେବଗଡ: ତ୍ରିଶିକାଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ଦେବଗଡ଼ର ଯୁବକ-ଯୁବତୀ
କୁନି ଝିଅ ତ୍ରିଶିକାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଆବଶ୍ୟକ। ଦେବଗଡ଼ର 'ସେଭ୍ ତ୍ରିଶିକା ମିଶନ' ପକ୍ଷରୁ ଘର ଘର ବୁଲି ସହଯୋଗ ପାଇଁ ନିବେଦନ କରାଯାଉଛି। ଜିଲ୍ଲାର ସମସ୍ତ ଯୁବକ-ଯୁବତୀ ଓ ସର୍ବସାଧାରଣଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସହାୟତା କରିବାକୁ ଅନୁରୋଧ କରାଯାଇଛି।