Public App Logo
"ସମୟ ଥିଲା ଅପରାହ୍ନ ୨ଟା ୩୫ ମିନିଟ୍... ଆଉ ଯାତ୍ରୀମାନେ ଅପେକ୍ଷା କରିଥିଲେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ। କିନ୍ତୁ ସାମାନ୍ୟ ସୂଚନାଟିଏ ବି ନଦେଇ ହଠାତ୍ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ବାତିଲ୍ ହୋଇଗଲା ଇଣ୍ଡିଗୋ ବିମାନ! ଭୁବନେଶ୍ୱର ବିମାନବନ୍ଦରରେ ଏବେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଏୟାରଲାଇନ୍ସ କର୍ତ୍ତୃପକ୍ଷଙ୍କ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।" #BhubaneswarAirport #IndiGoAirlines #FlightCancelled #OdiaNews #OdishaUpdates #viralnews @followers - Bhubaneswar M Corp News