Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ପୋଲସରା: ବୁଗୁଡ଼ା ଠାରେ କୃଷ୍ଣସାର ମୃଗ ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ

Polasara, Ganjam | Jan 13, 2026
କୃଷ୍ଣସାର ମୃଗ ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁ ଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି ସଚେତନତା କାର୍ଯ୍ୟକ୍ରମ l ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ଠାରେ ବୁଗୁଡ଼ା ରେଞ୍ଜର ଙ୍କ ତତ୍ୱାବଧାନ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇ l ବୁଗୁଡ଼ା ରେଞ୍ଜ କାର୍ଯ୍ୟାଳୟ ଠାରେ ପିପୁଲ ହାଇସ୍କୁଲ ର ବହୁ ଛତ୍ର ଛାତ୍ରୀ ଏବଂ ବନବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ହାତରେ ଫ୍ଲାଗ କାର୍ଡ ଧରି ସହର ପରିକ୍ରମା କରାଯାଇଥିଲା l ଜିଲ୍ଲା ରେ ଗର୍ବ ଗୌରବ କୃଷ୍ଣସାର ମୃଗ ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁ ଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନତା କରାଯାଇଥିଲା l