ରାୟଗଡା: ଜାତୀୟ ଜୁନିଅର ଥ୍ରୋବଲରେ ଓଡ଼ିଶାକୁ ସ୍ୱର୍ଣ୍ଣ, ରାୟଗଡ଼ାର ସୁଶାନ୍ତଙ୍କ କମାଲ
ନାସିକରେ ଅନୁଷ୍ଠିତ ୩୨ ତମ ଜାତୀୟ ଜୁନିଅର ଥ୍ରୋବଲ ଚମ୍ପିୟାନସିପରେ ଓଡ଼ିଶା ବାଳକ ଦଳ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛି। କେରଳକୁ ହରାଇ ଓଡ଼ିଶା ଏହି ସଫଳତା ପାଇଥିବା ବେଳେ ରାୟଗଡ଼ାର ସୁଶାନ୍ତ ମାଣ୍ଡିକା ଦଳର ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।