ବରଗଡ ସଦର: ବରଗଡ଼: ସ୍ୱର୍ଗତ ଇନ୍ଦ୍ରାଣୀ ବେହେରାଙ୍କ ଏକାଦଶାହରେ ଯୋଗଦେଲେ ବିଧାୟକ
ବରଗଡ଼ ସର୍ବେଶ୍ୱର ମଣ୍ଡପଠାରେ ବୃନ୍ଦାବନ ବେହେରାଙ୍କ ଧର୍ମପତ୍ନୀ ସ୍ୱର୍ଗତ ଇନ୍ଦ୍ରାଣୀ ବେହେରାଙ୍କ ଏକାଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ବିଧାୟକ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।