ପୁରୀ: ଏସୀୟ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣ ବିଜୟ: ପୁରୀରେ ବାଲୁକା କଳା ମାଧ୍ୟମରେ ଅଭିନନ୍ଦନ
Puri, Puri | Oct 4, 2026
ଏସୀୟ କ୍ରୀଡ଼ାରେ କ୍ରିକେଟ ଓ ହକିରେ ଭାରତର ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟକୁ ପୁରୀ ସୁଦର୍ଶନ ବାଲୁକା କଳା ପ୍ରତିଷ୍ଠାନର ଛାତ୍ରୀ ମୋନାଲିସା ଓ ସୋନାଲି ବାଲୁକା କଳା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି।