ବିରିଡି: ବିରିଡି ବ୍ଲକ ମହିଳା ସଭାନେତ୍ରୀ ଭାବେ କଳ୍ପନା ପଶାୟତ ନିଯୁକ୍ତ
ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଜଗତସିଂହପୁର ଜିଲ୍ଲାର ନୂତନ କମିଟି ଘୋଷଣା କରିଛନ୍ତି। ଏଥିରେ କଳ୍ପନା ପଶାୟତଙ୍କୁ ବିରିଡି ବ୍ଲକ ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି।