ଛତ୍ରପୁର: ଛତ୍ରପୁରରେ ଆୟୋଜିତ ହେଲା ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ
ଛତ୍ରପୁର ଶିଶୁ ଉଦ୍ୟାନରେ ଆୟୋଜିତ ହେଲା ସ୍ୱଚ୍ଛତା ଅଭିଯାନ। ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସ୍ୱେଚ୍ଛାସେବୀମାନେ ଯୋଗ ଦେଇ ଶିଶୁ ଉଦ୍ୟାନର ସଫେଇ କାର୍ଯ୍ୟ କରିବା ସହ ସ୍ୱଚ୍ଛତା ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି।