କଳାହାଣ୍ଡି: କଳାହାଣ୍ଡି କର୍ଲାପାଟରେ ବାବା ଖଣ୍ଡୁଆଳଙ୍କ ପ୍ରସିଦ୍ଧ ଝାମୁଯାତ୍ରା ସମ୍ପନ୍ନ
Kalahandi, Kalahandi | Oct 1, 2026
କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଠାରେ ବାବା ଖଣ୍ଡୁଆଳ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଛି। ରାଜ ପରିବାରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ କାଳିସୀମାନଙ୍କ ଦ୍ୱାରା ଅଗ୍ନିକୁଣ୍ଡରେ ପାରମ୍ପରିକ ଶକ୍ତି ପ୍ରଦର୍ଶନ କରାଯାଇଥିଲା।