ବିରିଡି: ବିରିଡି ବାଲିଆ ପଞ୍ଚମୁଖୀ ହନୁମାନ ମନ୍ଦିରରେ ଭଜନ କୀର୍ତ୍ତନ
ଭାଗବତ ଜନ୍ମ ଓ ଇନ୍ଦୁ ପୂର୍ଣ୍ଣିମା ଅବସରରେ ବିରିଡି ବ୍ଲକ ବାଲିଆ ପଞ୍ଚମୁଖୀ ହନୁମାନ ମନ୍ଦିରରେ ହନୁମାନ ଚାଳିଶା ଓ ରାମାୟଣ ପାଠ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।