#ସୁବର୍ଣ୍ଣପୁର_ଜ଼ିଲ୍ଲା_ତରଭା_ବ୍ଲକ_ଠାରେ_ବ୍ରାହ୍ମଣ_ଏକତା_ମଞ୍ଚ
#ତରଫରୁ_ବିଶାଳ_ରାଲି...
#rishitv #hilights #brahman #samaj #tarbha
#subarnapur #Culture #brahmanraaj #viralreelsシ
ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ଠାରେ ତରଭା ବ୍ଲକ ସ୍ତରୀୟ ବ୍ରାହ୍ମଣ ମହାସଭା ତରଫରୁ ତରଭା ଠାରେ ବିଶାଳ ରାଲି ଅନୁଷ୍ଠିତ.ଏହି ରାଲି ରେ ବ୍ରାହ୍ମଣ ଦେବତାମାନେ ତରଭା ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ହଜାର ହାଜର ସଂଖ୍ୟା ରେ ଆସି ଯୋଗଦାନ କରିଥିଲେ.
Sonapur, Subarnapur (Sonepur) | Aug 16, 2026