Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
No video available

ଉତ୍ତରା ପୋଲିସ ଷ୍ଟେସନ: ଦୟାନଦୀରେ ଛାତ୍ର ବୁଡିଯିବା ଘଟଣା, ଗଙ୍ଗେଶ୍ୱରପୁର ନିକଟରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

Uttara PS, Khordha | Aug 16, 2025
ଦୟାନଦୀ ରେ ଛାତ୍ର ବୁଡି ଯିବା ଘଟଣା,ଗଙ୍ଗେଶ୍ୱରପୁର ନିକଟରେ ନିଖୋଜ ଛାତ୍ର ଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ |ଭୋଜି କରିବାକୁ ଆସି ଦୟାନଦୀ ରେ ଛାତ୍ର ବୁଡିଯିବା ଘଟଣା। ଆଜି 10.21ରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ। ଶୁଭମ୍ ଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଗଙ୍ଗେଶ୍ୱରପୁର ନିକଟରେ ମିଳିଲା ମୃତ ଦେହ। ଭାସିବା ଜାଗାରୁ 6 କିଲୋମିଟର ଦୂରରେ ମିଳିଲା ମୃତ ଦେହ। ଗତକାଲି 4ଜଣ ସ୍କୁଲ ଛାତ୍ର ଭୋଜି କରିବାକୁ ଆସିଥିଲେ। ତିନିଜଣ ପାଣିରେ ଗାଧୋଇବା ବେଳେ ଦୁଇଜଣ ନଦୀରେ ଭାସି ଯାଇଥିଲେ।ପାଣିରେ ବୁଡ଼ି ଜଣେ ଛାତ୍ର ମୃତ ହୋଇଥିଲା ଆଉ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ

MORE NEWS

ଉତ୍ତରା ପୋଲିସ ଷ୍ଟେସନ: ଦୟାନଦୀରେ ଛାତ୍ର ବୁଡିଯିବା ଘଟଣା, ଗଙ୍ଗେଶ୍ୱରପୁର ନିକଟରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ - Uttara PS News